ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭୟଙ୍କର ଅନିୟମିତତା। ସରକାରୀ କର୍ମଚାରୀ ଜିଆରଏସ୍‌ଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ। ଆବାସ ଦେବେ ବୋଲି କହି ଖାଇଗଲେ ଟଙ୍କା