By: Pallipuspa Samal
Last updated: 16 May 2022, 11:55 AM IST
ବାହାଘର ୨୫ ବର୍ଷ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳି। ସ୍ୱାମୀଙ୍କ ରାଗ...ଆମ ଝଗଡ଼ା ହେଲେ ଝିଅକୁ ସ୍ତ୍ରୀ ମାମୁଁଘରକୁ ନେଇଯାଉଛି। ଏଥିରେ ଝିଅ ଶିଖିବ କଣ? ଜାଣିଶୁଣି ଝିଅକୁ ମୋ ବିରୋଧରେ ଉସୁକାଉଥିବା କହୁଛନ୍ତି ସ୍ୱାମୀ। ତେବେ ପ୍ରକୃତରେ ଘଟଣା କ’ଣ?