By: Pallipuspa Samal
Last updated: 05 May 2022, 01:54 PM IST
ସବୁ ଚାଷ କରି ବିଫଳ ହେବା ପରେ ସୁନୁସୁନିଆ ଶାଗ ଚାଷକୁ ଆଦରି ନେଇଛନ୍ତି ଚାଷୀ। ଏକର ଏକର ଜମିରେ ସୁନୁସୁନିଆ ଶାଗ କରି ବେଶ ଦି ପଇସା ରୋଜଗାର କରି ପାରୁଛନ୍ତି। ଜମିରେ ସୁନୁସୁନିଆ ଶାଗ କରି ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଇ ବେଶ ଦି ପଇସା ରୋଜଗାର କରୁଛନ୍ତି ଚାଷୀ