""
ବିବିଧ Videos ବର୍ଷା ଧୋଇନେଲା ସୁନାର ଫସଲ, ପୋକ ଲାଗି ଫସଲ ନଷ୍ଟ ପତ୍ର ଉପରେ ଚାଲୁଛି ପୋକ। କେଉଁଠି ହଳଦିଆ ପଡ଼ିଗଲାଣି ତ କେଉଁଠି ସୁଖି ଝଡି ଗଲାଣି। ଆଉ କେଉଁଠି ସମ୍ପୂର୍ଣ ଗଛ ପୋଡି ଯାଇଛି। ମୁଗ ବିରି ଫସଲରେ ଏଭଳି ପୋକ ଲାଗି ଫସଲ ନଷ୍ଟ ହୋଇଛି । 21 Mar 2024 11:33 ISTPallipuspa Samal Follow UsInsects destroy acresAdvertisment Read More Crops Destroyed