Advertisment

ବାବୁରେ ମୁଁ ଭୋଟ୍ ଦେବି, ମତେ ବୁଥ୍କୁ ନେଇଯାଅ

ମତେ କ୍ୟାନ୍ସର.... ଡାକ୍ତର କହୁଛନ୍ତି ଏବେ କାଳେ ଚତୁର୍ଥ ଷ୍ଟେଜ୍ । ଆଉ ବେଶୀ ଦିନ ବଞ୍ଚିବିନି । ହୁଏତ ଏଇଟା ମୋର ଶେଷ ଭୋଟ୍। ପୁଅରେ ମେତେ ତୁ ଭୋଟ୍ଦେବାକୁ ନେଇଚାଲେ ।

Advertisment
Old Lady General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ