Blessings
Advertisment
#ପଡ଼ୋଶୀଙ୍କ_ମଙ୍ଗଳ_କାମନା_କରି_ହୁଏ_ପୂଜା
କାହା ପାଟିରେ ମନ୍ଦାର ଫୁଲ ତ କାହା ପାଟିରେ ଦୁବଘାସ । ପାଟି ବନ୍ଦ କରି ପଣତ କାନିରେ ଦୁଆରରୁ ଦୁଆର ମୁହଁ ନ ଫିଟାଇ ଚାଲିଛି ଭିକ୍ଷା ଗ୍ରହଣ । ଆଉ ଏମିତି ଆଠ ଦୁଆରୁ ଆଠ ମୁଠା ଚାଉଳ ସଂଗ୍ରହ ପରେ ଗାଁ ମୁଣ୍ଡରେ ମା ବୁଢ଼ୀ ମଙ୍ଗଳାଙ୍କ ପାଖରେ ଚାଲିଛି ପୂଜାର୍ଚ୍ଚନା । ଆଉ ଏହି ପୂଜାର ଉଦ୍ଦେଶ୍ୟ ହେଉଛି ନିଜ ପଡ଼ୋଶୀଙ୍କ ମଙ୍ଗଳକାମନା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us