Suryakiran Show
Advertisment
ନୀଳ ଆକାଶର ବୁକୁରେ ଶକ୍ତି ଓ ସାମର୍ଥ୍ୟର ଜବରଦସ୍ତ ଜଲଓ୍ୱା। ବାୟୁବୀରଙ୍କ ଚିତାକର୍ଷକ ସୋର ସାକ୍ଷୀ ସାଜିଲା କୁଆଖାଇ ପଠା। ସମୟ ସକାଳ ଠିକ୍ ୧୦ଟା ୨୦ ମିନିଟ୍। ଭୀମ ଗର୍ଜନ କରି ଭୁବନେଶ୍ୱର ବିମାନ ବନ୍ଦର ଆଡୁ ଏକାସାଙ୍ଗେ ମାଡ଼ି ଆସିଲେ ୯ଟି ରେଡ୍ ଆଣ୍ଡ ହ୍ବାଇଟ୍ ହକ୍ MK-132 ଫାଇଟର ଏୟାରକ୍ରାଫ୍ଟ। କେତେବେଳେ ୫ଶହ ଫୁଟ୍ ତ କେତେବେଳେ ହଜାରେ ଫୁଟ୍ ଉଚ୍ଚରେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us