By: Pallipuspa Samal
Last updated: 02 April 2022, 12:01 PM IST
ଋତୁସ୍ରାବ ଏକ ବାୟୋଲୋଜିକାଲ ପ୍ରକ୍ରିୟା। ଏ ନେଇ ଆଦିବାସୀ ଯୁବତୀଙ୍କୁ ସଚେତନ କରୁଛି ବଡଦିଦି । ଏହି ସମୟରେ କେମିତି ନେବେ ଶରୀରର ଯତ୍ନ । କଣ ଖାଇବେ? କେମିତି ଯୋଗ କରିବେ ?