ଏ ବାଦ୍ୟ ବାଜିଲେ ଛୋଟରୁ ବଡ ସମସ୍ତଙ୍କ ଛାତି ଦୁଲିକି ପଡେ..ବାହାଘର ହେଉ କି ଦେବଦେବୀ ପୂଜା ସବୁଠି ରହିଛି ଏହି ବଜାର ମହତ୍ୱ.. ଏ ହେଉଛି ଗଣ୍ଡାବଜା..ହଜାର ହଜାର ବର୍ଷ ପୁରୁଣା ଲୋକବାଦ୍ୟ