""
ବିବିଧ Videos ଅପମାନ ବନାଇଲା ଅଫିସର ସ୍ୱାଭିମାନ ଆଗରେ ଟଙ୍କା ପଇସା ଚାକିରି କିଛି ବି ମାଇନା ରଖେନି। ନିଜ ସମ୍ମାନକୁ କାହା ପାଖରେ ପକାଇ ଚାକିରି କରିବାକୁ ସେ ଶ୍ରେୟସ୍କର ମନେ କଲେନି । ଆଉ ଚାକିରି ଛାଡିଦେଲେ। ଏ କାହାଣୀ ହେଉଛି ଏଥରର ଆଇଏଏସ୍ ଟପ୍ପର ଉଦୟ କ୍ରିଷ୍ଣା ରେଡ୍ଡିଙ୍କର । 19 Apr 2024 10:49 ISTPallipuspa Samal Follow UsUPSC gloryAdvertisment Read More UPSC Topper