Advertisment

ଅଳସ ଭାଙ୍ଗୁଛି ସୁନ୍ଦରୀ ଅଳସୀ; ସକାଳର ସୁନେଲି ସୂର୍ଯ୍ୟ କିରଣରେ ପର୍ଯ୍ୟଟକଙ୍କୁ କରୁଛି ଆକୃଷ୍ଟ

ସକାଳର ସୁନେଲି ସୂର୍ଯ୍ୟ କିରଣରେ ଅଳସ ଭାଙ୍ଗୁଛି ଅଳସୀ । ପହିଲି ଶୀତର ଶୀତଳ ପବନରେ ଯେମିତି ଥରି ଉଠୁଛି । ଥିରୀ ଥିରୀ ଦୋଳି ଖେଳୁଛି, ଲୋକଙ୍କୁ ନିଜର ସୌନ୍ଦର୍ଯ୍ୟରେ ବାନ୍ଧି ରଖୁଛି ।

Advertisment

ସକାଳର ସୁନେଲି ସୂର୍ଯ୍ୟ କିରଣରେ ଅଳସ ଭାଙ୍ଗୁଛି ଅଳସୀ । ପହିଲି ଶୀତର ଶୀତଳ ପବନରେ ଯେମିତି ଥରି ଉଠୁଛି । ଥିରୀ ଥିରୀ ଦୋଳି ଖେଳୁଛି, ଲୋକଙ୍କୁ ନିଜର ସୌନ୍ଦର୍ଯ୍ୟରେ ବାନ୍ଧି ରଖୁଛି । ଆଉ ଲାଜେଇ ଲାଜେଇ ଯେମତି ସଭିଙ୍କୁ ନିଜ ପାଖକୁ ଡାକୁଛି । କୋରାପୁଟ ଜିଲ୍ଲା ଅଳସୀ କ୍ଷେତ ପର୍ଯ୍ୟଟକଙ୍କ ପାଇଁ କେନ୍ଦ୍ର ବିନ୍ଦୁ ପାଲଟିଛି ।

Advertisment
Tourists
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ