By: Swadesi Megha Mallhar Prusty
Last updated: 23 December 2023, 10:29 AM IST
#ମତ୍ସ୍ୟ_ବିଭାଗରେ_ମହାଦୁର୍ନୀତି
୧୫ ବର୍ଷ ତଳୁ ମୃତ୍ୟୁ ଘଟିଥିବା ରତ୍ନାକର ତରାଇଙ୍କ ନାଁ ହିତାଧିକାରୀ ତାଲିକାରେ ରହିଛି.. ରତ୍ନାକରଙ୍କ ଭଳି ଅନେକ ଭୂତ ହିତାଧିକାରୀ ରହିଛନ୍ତି.. ହେଲେ ପ୍ରକୃତ ମତ୍ସ୍ୟଜୀବୀଙ୍କୁ ମିଳୁନି ଲୋନ୍ ଆଉ ସବସିଡି ।..