Advertisment

ପର୍ବ-ପର୍ବାଣୀରେ କଟକଣା ପରେ ବାଣ ବ୍ୟବସାୟ ଠପ୍

ବିବାହ, ପର୍ବପର୍ବାଣୀ କିମ୍ବା ଦୀପାବଳି ଆସିଲେ ସେମାନଙ୍କ ମୁହଁରେ ହସ ଫୁଟେ । ଲୋକେ ଖୁସିରେ ବାଣ ଫୁଟାଇଲେ ସେମାନଙ୍କ ପରିବାର ଚଳେ । ହେଲେ କରୋନା ଆସିବା ପରଠୁ ଉତ୍ସବ ଉପରେ ରୋକ୍ । ଆଉ ପର୍ବ-ପର୍ବାଣୀରେ କଟକଣା ପରେ ସେମାନଙ୍କ ବ୍ୟବସାୟ ବି ଠପ୍ ।

Festivals Fire Crackers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ