fire
Advertisment
ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗାଁରେ ଅହଲ୍ୟାଙ୍କ ଘର..ଅତ୍ୟନ୍ତ ଗରିବ ପରିବାର ହୋଇଥିବା ବେଳେ ସମସ୍ତେ ସକାଳୁ କାମକୁ ବାହାରି ଯାଇଥିଲେ.. ଅହଲ୍ୟାଙ୍କ ସାନ ଭଉଣୀ ଘରେ ଏକୁଟିଆ ରୋଷେଇ କରୁଥିବା ସମୟରେ ଅସାବଧାନତା ଯୋଗୁଁ ଚୂଲିରୁ ନିଁଆ ଲାଗି ଦୁଇ ବଖରା ଘରେ ସମ୍ପୂର୍ଣ୍ଣ ଜଳିଯାଇଛି..ସାହି ପଡିଶା ଲୋକେ ଦୌଡି ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି ଲାଭ ହେଲାନି.. ଏତିକି ଭିତରେ ଘରର ସବୁ ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଛି..
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us