Advertisment

ଚାହୁଁ ଚାହୁଁ ଲାଗିଯାଉଛି ନିଆଁ

ଗାଁରେ ହଠାତ୍ଲାଗିଯାଉଛି ନିଆଁ । ଚାହୁଁ ଚାହୁଁ ଜଳିଯାଉଛି ସବୁ କିଛି । କୋଉଠୁ ଆସୁଛି... କିଏ କରୁଛି... କାହାକୁବି ଜଣାନାହିଁ, କିନ୍ତୁ ଆପେଆପେ ନିଆଁ ଲାଗି ପୋଡ଼ି ଯାଉଛି ଘର । ନା ଅଛି ଚୁଲି ନା ଅଛି ଚାଳ ,ଆଜିକୁ ପ୍ରାୟ ୬ଦିନ ହେବ ଖାଇବା ନାହିଁ କି ଶୋଇବା ନାହିଁ

Advertisment
Fire Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ