Farmers
Advertisment
ସାର ସଙ୍କଟ ବେଳେ ଚାଲିଛି କଳାବଜାରୀ । ବିକ୍ରି ହେଉଛି ଚଢ଼ା ଦରରେ । ଶୋଷଣ ହେଉଛନ୍ତି ଚାଷୀ । ସୋସାଇଟି କହୁଛି ସାର ନାହିଁ । ଖୋଲା ବଜାରକୁ ଗଲେ ୨୬୬ ଟଙ୍କାର ୟୁରିଆ ବିକ୍ରି ହେଉଛି ୫ ଶହ ଟଙ୍କାରେ । ଏଭଳି ସ୍ଥିତିରେ ଚାଷୀ ବା ଆଉ କଣ କରିବ, ବାଧ୍ୟ ହୋଇ ହାଟ ବଜାରରୁ ଚଢ଼ା ଦାମ୍ରେ ସାର କିଣୁଛି । ସମ୍ବଲପୁରର ଏକ ସୋସାଇଟିରେ ସାର ଗୋଦାମ ଅଛି । ହେଲେ ସେଠି ସାର ନାହିଁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us