Advertisment

ଛାତିରେ ବାବୁସାନଙ୍କ ଟାଟୋ...ବାବୁ ଆଇ ଲଭ୍ ୟୁ

ଛାତିରେ ବାବୁସାନଙ୍କ ଟାଟୋ । ଦର୍ଶକ ବନ୍ଧୁ ଏମିତି ଟାଟୋ ଆପଣ କ୍ରିକେଟର ଫ୍ୟାନ୍ସଙ୍କ ଶରୀରରେ ଦେଖିଥିବେ । ବଲିଉଡ୍‌ ଓ ଟଲିଉଡ୍‌ର ହିରୋମାନଙ୍କ ଚିତ୍ରକୁ ଫ୍ୟାନ୍ସମାନେ ମଧ୍ୟ ନିଜ ଦେହରେ ବନାଇଥିବେ ଦେଖିବାକୁ ପାଇଥିବେ ।

Advertisment
Fans Tatoo Trend
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ