Advertisment

କେବେ ଦୂର ହେବ ସାମୁଏଲଙ୍କ ଯନ୍ତ୍ରଣା?

ନାଁ ତାର ସାମୁଏଲ ଖେମୁଡୁ । ଚଲାବୁଲା କରିପାରେନି କି ସ୍କୁଲ ଯାଇପାରେନି। ତାର ଜଙ୍ଘ ହାଡ଼ ଭାଙ୍ଗି ଯାଇଥିବାରୁ ଯନ୍ତ୍ରଣାରେ ହେଉଛି ଛଟପଟ । ତଥାପି ଆଶା ଅଛି ସାମୁଏଲ ଚାଲିବ, ସାଇକେଲ ଚଲେଇବ।

Advertisment

ଭଙ୍ଗା ଜଙ୍ଘର ପିଲାଟିଏ । ନାଁ ତାର ସାମୁଏଲ ଖେମୁଡୁ । ଚଲାବୁଲା କରିପାରେନି କି ସ୍କୁଲ ଯାଇପାରେନି। ଏମିତି ଏ ଅବସ୍ଥାରେ ସେ ଯନ୍ତ୍ରଣାରେ ଛଟପଟ ହେଉଛି। ଚୁଟି କୁଣ୍ଡାଇ ଦେଉଥିବା ଏ ସମ୍ପର୍କିୟ ଯୁବତୀ ଜଣକ ତାଙ୍କ ସେବା କରନ୍ତି। ଆଉ ଦୁଃଖ ବି କରନ୍ତି, ପରିସ୍ଥିତି ସ୍ବଚ୍ଛଳ ନୁହେଁ ବୋଲି ଡାକ୍ତରଖାନା ନେବା, ସେଠାରେ ଚିକିତ୍ସା କରାଇବା ତାଙ୍କ ପକ୍ଷରେ ସମ୍ଭବପର ନୁହେଁ ବୋଲ କ୍ଷୋଭ ବ୍ୟକ୍ତ କରନ୍ତି। ତଥାପି ଆଶା ଅଛି ସାମୁଏଲ ଚାଲିବ, ସାଇକେଲ ଚଲେଇବ। ପାଠ ପଢି ବଡ଼ ମଣିଷ ହେବ।

Advertisment
Chitrakonda Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ