By: Pallipuspa Samal
Last updated: 02 April 2022, 01:23 PM IST
କ୍ୟାମ୍ପେନିଂରେ ବିଜେପି କି ବିଜେଡ଼ିକୁ ଗାଳି ଦେଇନି କି କିଛି କରିନାହାନ୍ତି ବୋଲି କହିନି। ମୋର ଦାମ ରାଉତଙ୍କ ସହ ବହୁତ ଭଲ ସମ୍ପର୍କ। ନିର୍ବାଚନ ସରିବା ପରେ ପୌରଧ୍ୟକ୍ଷଙ୍କୁ ଭେଟିବାର ଅସୁବିଧା କ’ଣ?