Advertisment

ତାତିଲେ ପୁରୀ ବଡ଼ଦାଣ୍ଡରୁ ଉଚ୍ଛେଦ ଉଠା ଦୋକାନୀ

ପ୍ରତିଶ୍ରୁତି ପୂରଣରେ ବିଳମ୍ବ ଅଭିଯୋଗ। ରାସ୍ତାକୁ ଓହ୍ଲାଇଲେ ବଡ଼ଦାଣ୍ଡରୁ ଉଚ୍ଛେଦ ଉଠା ଦୋକାନୀ। ଗତକାଲିର ଧାରଣା ପରେ ଆଜି ଶୋଭାଯାତ୍ରା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।

Advertisment

ପ୍ରଶାସନର ପ୍ରତିଶ୍ରୁତି ପୂରଣରେ ବିଳମ୍ବକୁ ନେଇ ତେଜୁଛି ବଡ଼ଦାଣ୍ଡରୁ ଉଚ୍ଛେଦ ବ୍ୟବସାୟୀଙ୍କ ଅସନ୍ତୋଷ । କାଲି ବଡ଼ଦାଣ୍ଡରେ ଧାରଣା ପରେ ଆଜି ଶହ ଶହ ସଂଖ୍ୟାରେ ଉଠାଦୋକାନୀ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖକୁ ଯାଇ ବିକ୍ଷୋଭ କରିବା ସହ ଦାବିପତ୍ର ଦେଇଛନ୍ତି । ଅଭିଯୋଗ କରିଛନ୍ତି, ଦୁଇମାସରେ ଥଇଥାନର ପ୍ରତିଶ୍ରୁତି ଦିଆଯାଇଥିଲେ ବି ଏପର୍ଯ୍ୟନ୍ତ ଭେଣ୍ଡିଂ ଜୋନ୍ କାମ ଆରମ୍ଭ ହିଁ ହୋଇନି । ତେବେ ପ୍ରଶାସନ କହିଛି, କାମ ଚାଲିଛି । ତୁରନ୍ତ ଥଇଥାନ କରାଯିବ।

Advertisment
Protests Puri Street Vendors Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ