""
ବିବିଧ Videos ବିରଳ ପକ୍ଷୀ, ଖୁଣ୍ଟୁଣୀ ବନାଞ୍ଚଳରେ ପାଣିଚିରି ବିଶ୍ବର ବିରଳ ପକ୍ଷୀ ଏବେ ଆଠଗଡ ଅଞ୍ଚଳରେ । ମହାନଦୀ ଅବବାହିକା ରେ ଅଣ୍ଡା ଦେଇଛନ୍ତି ଇଣ୍ଡିଆନ ସ୍କିମର ବା ପାଣି ଚିରି । ଯାହା ଏବେ ଆଉ ପ୍ରାୟତଃ ଦେଖିବାକୁ ମିଳୁନାହାଁନ୍ତି... ସାଧାରଣତଃ ବିଶ୍ଵର ତିନୋଟି ସ୍ଥାନର ଭାରତ, ପାକିସ୍ତାନ, ମିଆଁମାର ଦେଶରେ ଦେଖାଯାଆନ୍ତି ଏହି ବିରଳ ପକ୍ଷୀ ଏବେ ବିଲୁପ୍ତ ହେବାକୁ ବସିଲାଣି.... 07 May 2024 12:14 IST ଅଦ୍ୟତନ ହୋଇଛି07 May 2024 12:16 ISTPallipuspa Samal Follow UsIndian SkimmersAdvertisment Read More Rare Bird In Odisha Mahanadi River