#କୁନି_ହାତୀକୁ_ମାଆ_ପାଖରେ_ପହଞ୍ଚାଇଲା_ବନବିଭାଗ
ମାଆ ଲୋ....ଏ ମାଆ....ତୁ କୁଆଡେ ପଳେଇଲୁ । ମୁଁ କୁନିଟେ କଣ କରିବି ଜାଣିପାରୁନି । ଏମିତି ଜଙ୍ଗଲ ଭିତରେ ହଜି ଯାଇଥିଲା କୁନି ହାତୀ । ମାଆ ଯଦି ପାଖରେ ଥାନ୍ତା ସେ କଣ ଡରିଥାନ୍ତା ।