Advertisment

ଭଙ୍ଗା ଘରେ ବିତୁଛି ବେସାହାରା ଜୀବନ

ଝାଟିମାଟିରେ ତିଆରି ଏ ଘରକୁ ଦେଖନ୍ତୁ... ଭଙ୍ଗା ଦଦରା କାନ୍ଥରେ କେମିତି ଛିଡ଼ା ହୋଇଛି। ବର୍ଷା ଦାଉରୁ ରକ୍ଷା ପାଇଁ ପଲିଥିନ୍ ଜରିରେ ଘରର ଚାଳ ଢଙ୍କା ହୋଇଛି... ଜରି ଉଡ଼ିଯିବ ବୋଲି କାଠ ବି ଲଦା ହୋଇଛି... ଭଙ୍ଗାଘରର ଆଗରେ ବସିଥିବା ଏହି ବେସାହାରା ବୁଢୀ ମାଆ ଜଣକ ରହୁଛନ୍ତି ଏଇ ଘରେ । ନାଁ ତାଙ୍କର ଚମ୍ପା ବେରକା... ସ୍ୱାମୀ ଓ ତିନି ପୁଅ ଆରପାରିକୁ ଚାଲିଯିବା ପରେ ସେ ଏବେ ଏକାକୀ ହୋଇ ପଡିଛନ୍ତି ।

Advertisment
Financial Assistance Kandhamal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ