""
ବିବିଧ Videos ୨ ଥର ବାହାହେଲେ ବଢ଼ିବ ଆୟୁଷ ! ବୟସ ୬୦ ଟପିଲାଣି, ଚମ ଧୁଡୁଧୁଡୁ ହେଲାଣି । କିନ୍ତୁ ହାତରେ ପଡିଛି ହାତଗଣ୍ଠି ଓ ବେକରେ ପଡିଛି ବରଣମାଳା ବାଜୁଛି ଯୋଡ଼ି ମହୁରୀ । ବ୍ରାହ୍ମଣ ପଢ଼ୁଛନ୍ତି ବିବାହ ମନ୍ତ୍ର । ଧୂମଧାମରେ ଚାଲିଛି ବିବାହ । କିନ୍ତୁ ବେଦୀରେ ବସିଥିବା ବରକନ୍ୟା ବରିଷ୍ଠ ନାଗରିକ । 19 Mar 2024 08:49 ISTPallipuspa Samal Follow UsElderly couples remarryAdvertisment Read More Marriage