By: Sujit kumar Swain
Last updated: 07 March 2024, 10:00 PM IST
କୁହାଯାଏ, ଜେଜେବାପା-ଜେଜେମାଆ ନିଜ ପୁଅଝିଅଠୁ ବି ନାତିନାତୁଣୀଙ୍କୁ ବେଶି ଭଲପାଆନ୍ତି । ସେମାନେ ସାଜନ୍ତି ଜୀବନ ସାୟାହ୍ନର ସାହାରା । ଏହି ମମତା ବେଳେବେଳେ ଏମିତି ମୋଡ଼ ନିଏ ଯେ, ସେଠୁ ଜନ୍ମନିଏ କିଛି ବିରଳ କାହାଣୀ ।