""
ବିବିଧ Videos ଅଟୋ ନୁହେଁ କାର୍ : ଲାଗିଛି କୁଲର...ଚାଲୁଛି ଟିଭି ଆରେ ୱା ! ଇଏ ଅଟୋ ନାଁ ଆଉ କଣ? ସିଟ୍ ପୂରା କାର୍ ପରି...ପୁଣି ଲାଗିଛି ଟିଭି ସହିତ କୁଲର । ଖରାବେଳିଆ ଥଣ୍ଡାଥଣ୍ଡା କୁଲକୁଲ ହୋଇ ଯାତ୍ରା କରୁଛନ୍ତି ଯାତ୍ରୀ...ଓଲା ଉବର ପରି ପୂର୍ବରୁ କରିବାକୁ ପଡୁଛି ବୁକ୍ 11 Jun 2023 14:47 ISTPallipuspa Samal Follow UsDriver installs cooler in his auto-rickshawAdvertisment Read More Bhanjanagar Auto Rickshaw