Advertisment

ବୃନ୍ଦାବନର ମାଆ ଲକ୍ଷ୍ମୀ !

ନାଁ ତାଙ୍କର ଲକ୍ଷ୍ମୀ ... ନାଁ ଯେମିତି, ମଣିଷ ବି ସେମିତି । ଦୁଃଖୀର ଦୁଃଖରେ ସେ ଦୁଃଖୀ । ଅସହାୟର ସେ ସାହାରା । ମହିଳା ହୋଇ ବି ନିଜ କାନ୍ଧରେ ଉଠାଇଛନ୍ତି ଶହଶହ ଶବ । ଅସହାୟ ଗରିବ ମହିଳାଙ୍କ ପାଇଁ ପାଲଟିଛନ୍ତି ସେ ଚଳନ୍ତି ଦେବୀ ।

Advertisment
Old Lady
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ