Last updated: 14 June 2023, 10:02 AM IST
ପାଠ ପଢିବାକୁ ଇଛା ଥିଲେ ମଧ୍ୟ ପରିସ୍ଥିତି ପାଠରେ ଡୋରି ଲଗାଇଛି । ଘରର ପରିସ୍ଥିତି ଏପରି ଯେ ଦେଖିଲେ ଆଖି ଛଳଛଳ ହୋଇଯିବ ଆଉ ଲୁହ ଜକେଇ ଆସିବ । ତା ସାଙ୍ଗକୁ ବାପା ମା’ଙ୍କ ଆର୍ଥିକ ସ୍ଥିତି ମେଧାବୀଙ୍କୁ ବାଧ୍ୟ କରୁଛି ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବା ପାଇଁ । ଏବେ କେବଳ ଆପଣଙ୍କ ସାହାଯ୍ୟ ଓ ସହଯୋଗ ଟିକେ ଲୋଡ଼ା....