Advertisment

ଦାଦନରୁ ଦିବ୍ୟାଙ୍ଗ ହେଇଗଲି.. କିନ୍ତୁ କେବେ ଭିକ ମାଗିବିନି..

ଶିବଙ୍କ ଗୁହାରି ମୋତେ କୃତ୍ରିମ ଗୋଡ଼ଟେ ଦେଲେ ମୁଁ ନିଜ ଗୋଡରେ ଠିଆହେବି.. ନ ଦେଲେ ବି ଜୀବନରେ କେବେ ଭିକ ମାଗିବିନି..

Advertisment

କଥାରେ ଅଛି.. ଦୃଢ ଇଚ୍ଛା ଶକ୍ତି ଥିଲେ ପଙ୍ଗୁ ମଧ୍ୟ ପର୍ବତ ଲଂଘିପାରେ.. ଯାହା ପ୍ରମାଣ କରି ଦେଖାଇଛନ୍ତି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଚକଅର୍ଜୁନି ଗାଁର ଶିବ ପ୍ରସାଦ ବେହେରା.. ପରିବାର ପୋଷିବାକୁ ଦାଦନ ଯାଇଥିଲେ.. ହେଲେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଡ଼ ହରାଇ ଦିବ୍ୟାଙ୍ଗ ପାଲଟିଗଲେ.. ଆଉ ମଜୁରୀ ଖଟିପାରିଲେନି.. ହେଲେ ଜୀବନ ଜୀବିକାକୁ ଆଗକୁ ବଢାଇବା ଲାଗି, ଆଉ ବୁଢା ବାପା ମାଆଙ୍କ ଉପରେ ବୋଝ ନ ହୋଇ ନିଜର ସୁସ୍ଥ ଥିବା ହାତ ଦୁଇଟିକୁ କାମରେ ଲଗାଇଥିଲେ.. ଦାଦନରୁ ଦିବ୍ୟାଙ୍ଗ ସାଜିଲା ପରେ ଆଜି ସେ ସାଇକେଲ ମରାମତି ଦୋକାନ, ହାଣ୍ଡି ମାଠିଆ ଗଢି ବିକି ପରିବାର ଚଳାଉଛନ୍ତି..

Advertisment
Jaleswar Divyang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ