Advertisment

ଆହତ ଯବାନଙ୍କୁ ଏୟାର ଲିଫ୍ଟ କରାଗଲା

୨ ଯବାନଙ୍କୁ ନିଜ ହେଲିକପ୍ଟରରେ ଏୟାର ଲିଫ୍ଟ କରି ଭୁବନେଶ୍ୱର ଆଣିବାରେ BSFର ପାଇଲଟ ପଣ୍ଡିତଙ୍କ କାମକୁ ପ୍ରଶଂସା କରିଛନ୍ତି  ଡିଜିପି । ଏହାସହ CRPFର ଯବାନ ଓ କଣ୍ଟାମାଳର ଡାକ୍ତରଙ୍କୁ ମଧ୍ୟ ଡିଜିପି  ପ୍ରଶଂସା କରିଛନ୍ତି

Advertisment

ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଉମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍‌ ବେଳେ ଏହି ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି। ମାଓବାଦୀଙ୍କ ଗୁଳିରେ ୨ ଜଣ ଏସ୍ଓଜି ଯବାନ ଆହତ ହୋଇଛନ୍ତି। ୨ ଯବାନଙ୍କୁ ନିଜ ହେଲିକପ୍ଟରରେ ଏୟାର ଲିଫ୍ଟ କରି ଭୁବନେଶ୍ୱର ଆଣିଥିଲେ। ସୁରକ୍ଷାକର୍ମୀଙ୍କୁ ଏୟାରଲିଫ୍ଟ କାର୍ଯ୍ୟରେ ୩ ଜଣଙ୍କୁ DGP ପ୍ରଶଂସା କରିଛନ୍ତି। ବିଶେଷଭାବରେ BSFର ପାଇଲଟ ପଣ୍ଡିତଙ୍କୁ ଡିଜିପି ପ୍ରଶଂସା କରିଛନ୍ତି। ପାଦେଲପଡ଼ା ଭଳି ଛୋଟ ସ୍ଥାନରେ ପାଇଲଟ୍‌ ହେଲିକପ୍ଟର ଲ୍ୟାଣ୍ଡ କରାଇଥିଲେ। ଏହାସହ CRPFର ଯବାନ ଓ କଣ୍ଟାମାଳର ଡାକ୍ତରଙ୍କୁ ମଧ୍ୟ ଡିଜିପି  ପ୍ରଶଂସା କରିଛନ୍ତି

Advertisment
DGP Abhay Encounter Odisha Maoists
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ