Advertisment

ଗଳାବାଟରେ ହାତଗୁଞ୍ଜା ଦର୍ଶନ; ଶ୍ରୀମନ୍ଦିର ପଶ୍ଚିମଦ୍ୱାର ପରେ ସିଂହଦ୍ୱାରରେ ବି ଟଙ୍କାଦିଆ ଦର୍ଶନ ବ୍ୟବସ୍ଥା

ଜଗା ଦର୍ଶନ ପାଇଁ ଗହଳିରେ ଫାଟି ପଡୁଥିଲା ଶ୍ରୀକ୍ଷେତ୍ର । ଭିଡ଼ ଏମିତି ଯେ, ଦୁଇ ତିନିଘଣ୍ଟା ଧରି ଧାଡ଼ିରେ ଠିଆ ହେଲା ପରେ ହିଁ ସିଂହଦ୍ୱାର ଯାଏଁ ଯାଇ ହେଉଥିଲା ।

Advertisment

ଶ୍ରୀମନ୍ଦିର ପଶ୍ଚିମଦ୍ୱାର ପରେ ଏବେ ସିଂହଦ୍ୱାର । ଗଳାବାଟରେ ଚାଲିଛି ହାତଗୁଞ୍ଜା ଦର୍ଶନ ବ୍ୟବସ୍ଥା । ବ୍ୟାରିକେଡ୍ ଦେଇ ଘଣ୍ଟାଘଣ୍ଟା ଧରି ଭକ୍ତ ଅପେକ୍ଷାରେ ଥିବା ବେଳେ ସେଇଠି ଟଙ୍କା ନେଇ ଧାଡ଼ି ବାହାରର ଭକ୍ତଙ୍କୁ ଜଗନ୍ନାଥ ଦର୍ଶନ କରାଯିବାର ଅଭିଯୋଗକୁ ନେଇ ଅସନ୍ତୋଷ ଯେତିକି ଉଦବେଗ ବି ସେତିକି ।

Advertisment
Lord Jagannath Devotee Corruption
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ