""
ବିବିଧ Videos ନବୀନ ବିକାଶର ଚିହ୍ନ କଥା ଛାଡ଼ନ୍ତୁ ଏଠି ଛାଇଟିକେ ବି ପଡ଼ିନି ପ୍ରଚାର ସର୍ବସ୍ୱ ନବୀନ ସରକାର ଥରେ ଏହି ଅବହେଳିତ ଗାଁକୁ ଦେଖନ୍ତୁ । ଆଉ ପରଖନ୍ତୁ ନିଜ ବିକାଶର ସ୍ଥିତି ଏଠି କେମିତି । କିଏ ଜାଣେ କାଲି ଯଦି ଗୋଡ଼ି ଖସି କାହାର ଜୀବନ ଚାଲିଯାଏ । କିଏ ରହିବ ଉତ୍ତରଦାୟୀ? ନବୀନ ସରକାର ଆଖି ଖୋଲି ଏ ଚିତ୍ର ଦେଖନ୍ତୁ ଆଉ ଏ ରାସ୍ତା ସମସ୍ୟା କେବେ ଲାଘବ ହେବ ସେ ନେଇ ପ୍ରତିଶ୍ରୁତି ଦିଅନ୍ତୁ.... 24 Jun 2023 12:02 ISTPallipuspa Samal Follow Usvillage in RairakholAdvertisment Read More Rairakhole Road Problem