Demon Sambarasura worshipped
Advertisment
ଗାଁରେ ମାଡିଗଲା ହଇଜା। ଗୋଟିଏ କୋକେଇ ମଶାଣି ଯିବା ପରେ ଆଉ ଗୋଟିଏ କୋକେଇ ବନ୍ଧା ହେଉଥିଲା। ଘରେ ଘରେ ପଡୁଥିଲା କାନ୍ଦ ବୋବାଳି। ଏହି ସମୟରେ ଗାଁର ଜମିଦାର ଚିନ୍ତାରେ ପଡିଗଲେ। ଅସୁର ପୂଜା ଆୟୋଜନ କରିବା ପରେ ଗାଁରୁ ହଇଜା ପଳାଇଗଲା । ସେହି ଦିନଠାରୁ ଭଦ୍ରକର ଏଠି ପୂଜା ପାଉଛନ୍ତି ଶମ୍ବରାସୁର
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us