Delay in construction of bridge
Advertisment
ରାଉରକେଲାରେ ଧିମା ଗତିରେ ଚାଲିଛି ନବୀନ ବିକାଶ । ମୁଖ୍ୟମନ୍ତ୍ରୀ ନବୀନ ଯେଉଁ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ଏବେ ତାର କଣ୍ଟ ତ ପୁରିଲାଣି ତଥାପି ବ୍ରିଜ୍ କାମ ସରୁନି । କେବେ ସରିବ ତାହା ବି ଅଧିକାରୀଙ୍କୁ ଜଣାନାହିଁ । ସେପଟେ କୋଏଲ ବ୍ରିଜ୍ କୁ ନେଇ ଆଶା ବାନ୍ଧି ବସିଛନ୍ତି ରାଉରକେଲା ଓ ଆଖପାଖ ଅଞ୍ଚଳର ଲୋକ । ନିର୍ବାଚନ ବୈତରଣୀ ପାର୍ ହେବାକୁ ହୁଏତ କାମ ଧିମା ହେଉଥିବା ଆଶଙ୍କା କରୁଛନ୍ତି ଲୋକେ.....
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us