By: Pallipuspa Samal
Last updated: 06 February 2023, 11:39 AM IST
ଇଏ କୁକୁର ନୁହେଁ ମୋ ପୁଅ। ନିଇତି ସକାଳେ ଇଡଲି ଆଉ ଖରାବେଳେ ଚିକେନ୍ ଭାତ। ସବୁଦିନ ଗାଧୋଉଛନ୍ତି, ବିପଦରୁ ମତେ ରକ୍ଷା କରୁଛନ୍ତି। ଦେଶୀ କୁକୁର ସହ ଏମିତି ଭାବଦିଆନିଆ ଦେଖି ଆପଣ ବି ହୋଇଯିବେ ଭାବୁକ...ଦେଖନ୍ତୁ କୁକୁର-ମଣିଷ ମଧ୍ୟରେ ଥିବା ସ୍ନେହ