Cyber Crime
Advertisment
ଖାତା ଦେଖାରେ ବ୍ୟସ୍ତ ଥିଲେ ଶିକ୍ଷୟିତ୍ରୀ। ହଠାତ୍ ବାଜିଲା ମୋବାଇଲ। କୁହାଗଲା, ବ୍ୟାଙ୍କରୁ କହୁଛୁ...ଏଟିଏମରେ ଅସୁବିଧା ଅଛି....ଓଟିପି ଦେଲେ ସମସ୍ୟାର ହେବ ସମାଧାନ। ବାସ୍ ଏତିକିରେ ଖେଳ ଖତମ୍। ଆକାଉଣ୍ଟରୁ କଟିଚାଲିଲା ଟଙ୍କା