Bars
Advertisment
ଡ୍ୟାନ୍ସ ବାର୍ ହେଉ କି ପବ୍ ଅବା ନାଇଟ୍ କ୍ଲବ, ସବୁଠି କେମିତି ନିୟମର ଧଜିଆ ଉଡୁଛି, ରାତିଅଧରେ ନିଜେ ରେଡ୍ ହ୍ୟାଣ୍ଡ ସତ ଧରିଛି କମିଶନରେଟ୍ ପୋଲିସ୍ । ସେଫ୍ ସିଟି ଡ୍ରାଇଭ କରି ଅନ୍ ସ୍ପଟ୍ ଇନକ୍ୱାରି ପରେ ତେଣେ ଆକ୍ସନ ମୋଡ୍କୁ ଆସିଛି ଅବାକରୀ ବିଭାଗ। ଆଇନ୍ ଉଲ୍ଲଂଘନକାରୀ ୫ଟି ବାର୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ଲାଇସେନ୍ସ ରଦ୍ଦ ପାଇଁ ବି ଦେଇଛି ଚେତବନୀ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us