Advertisment

ଚାଳଘରେ ରହୁଥିବା ଝିଅର କମାଲ୍, କାନ୍ଥଠୁ ଫୁଲଯାଏ ସବୁ ଜଗନ୍ନାଥ ଜଗନ୍ନାଥ

ଦାରିଦ୍ର୍ୟ ପାଠପଢାରେ ଡୋରି ବାନ୍ଧିଦେଲା । କିନ୍ତୁ ପ୍ରତିଭାକୁ ବାନ୍ଧି ପାରିଲାନି । ଜଗନ୍ନାଥଙ୍କ ଭକ୍ତକୁ କିଏ ବା ଅଟକାଇପାରିବ ? ଏଇ ଝିଅଟି ତୁଳି ଧରିଲେ ପ୍ରକାଶିତ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ । କାନ୍ଥବାଡ, ଫଳଫୁଲ, ଗଛ ସବୁଠି ଜଗନ୍ନାଥ । ଅଖ୍ୟାତ ପଲ୍ଲୀର ଏଇ ଝିଅ ଏବେ ଚର୍ଚ୍ଚାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ