Advertisment

୧୦ ଦିନରେ ରାଜ୍ୟ ବାହାରୁ ଆସିଲାଣି ଦଶ ଶ୍ରମିକଙ୍କ ଶବ

ଆପଣ କାହାକୁ ଆଶ୍ୱାସନା ଦେବେ, କାହାକୁ କେଉଁ ଭାଷାରେ ସାନ୍ତ୍ୱନା ଦେବେ। ପରିବାରର ରୋଜଗାରିଆ ପୁଅ, ବାପା, ଭାଇ କିମ୍ବା କୌଣସି ସମ୍ପର୍କୀୟଙ୍କୁ ଯିଏ ହରାଇଛି ସିଏ ଜାଣିଛି ତାମରମ ବେଦନା।

Advertisment

ଆପଣ କାହାକୁ ଆଶ୍ୱାସନା ଦେବେ, କାହାକୁ କେଉଁ ଭାଷାରେ ସାନ୍ତ୍ୱନା ଦେବେ। ପରିବାରର ରୋଜଗାରିଆ ପୁଅ, ବାପା, ଭାଇ କିମ୍ବା କୌଣସି ସମ୍ପର୍କୀୟଙ୍କୁ ଯିଏ ହରାଇଛି ସିଏ ଜାଣିଛି ତାମରମ ବେଦନା। ଏମିତି କେତେ ଶବ ଆସିଛି ଭିଟାମାଟିକୁ, ଏମିତି କେତେ ଅନାଥ ହୋଇଛନ୍ତି ନିରୀହ ପିଲା, କାହା ପାଖରେ ହିସାବ ନାହିଁ।କାରଣ ଏ ହେଉଛି ଦାଦନଗଡ଼ ବଲାଙ୍ଗିର ଜିଲ୍ଲାର କାହାଣୀ।

Advertisment
Bonded Labor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ