By: Pallipuspa Samal
Last updated: 23 April 2022, 02:22 PM IST
ବିପଦ କେତେବେଳେ, କେମିତି ଓ କିପରି ଆସେ ତାହା କେହି କହିପାରେ ନାହିଁ। ଆଉ ବିପଦ ଆସିଲେ ଦେଇଥାଏ ଅନେକ ଦୁଃଖ ଓ ଯନ୍ତ୍ରଣା। ଦୁର୍ଘଟଣାରେ ଗୋଟିଏ ଗୋଡ଼ କଟିଗଲା, ଗୋଟିଏ ହାତ ବି କାମ ଦେଉନି। ବଂଚିବା ହୋଇପଡିଛି କଷ୍ଟକର। ଏମିତି ସମୟରେ ରାଷ୍ଟ୍ରପତିଙ୍କୁ ଇଛାମୃତ୍ୟୁ ପାଇଁ ଅବେଦନ କଲେ ଅମିତ୍...