Advertisment

ବାହା-ବ୍ରତ-ଶୁଦ୍ଧିକ୍ରିୟା ସର୍ବାଧିକ ୫୦ ଲୋକ

ଶୀତ ଋତୁ ଆସୁଥିବାରୁ ରାଜଧାନୀରେ BMC କୋଭିଡ଼ କଟକଣା। ବାହାଘର, ବ୍ରତଘର, ଶୁଦ୍ଧିକାର୍ଯ୍ୟରେ ଲୋକସଂଖ୍ୟା ଉପରେ କଟକଣା ଜାରି କରାଯାଇଛି।

author-image
Otv Khabar Bureau

ଶୀତ ଋତୁ ଆସୁଥିବାରୁ ରାଜଧାନୀରେ BMC କୋଭିଡ଼ କଟକଣା। ବାହାଘର, ବ୍ରତଘର, ଶୁଦ୍ଧିକାର୍ଯ୍ୟରେ ଲୋକସଂଖ୍ୟା ଉପରେ କଟକଣା ଜାରି କରାଯାଇଛି। ଏଣିକି ଏଭଳି ସାମାଜିକ କାର୍ଯ୍ୟରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ରହିଛି।

Advertisment
Odisha
Advertisment
Advertisment