ରାଜ୍ୟ ସରକାରଙ୍କ ବନ୍ୟା କ୍ଷୟକ୍ଷତି ରିପୋର୍ଟକୁ ନେଇ ଆପତ୍ତି। ବନ୍ୟା କ୍ଷୟକ୍ଷତି ଆକଳନ ଭୁଲ୍ ରହିଛି ଓ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଅନେକ ଗାଁକୁ ସାମିଲ  କରାଯାଇନଥିବାରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ। ଆଉ ଥରେ ସର୍ଭେ କରିବା ସହ ଶ୍ୱେତପତ୍ର ଜାରି ପାଇଁ ଦାବି କରିଛନ୍ତି ବିଜେପି ଓ କଂଗ୍ରେସ।