Dakota
Advertisment
ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ଶୋଭା ବଢ଼ାଇବ ବିଜୁଙ୍କ ଡାକୋଟା ବିମାନ । ସରିଆସିଲାଣି ଡାକୋଟା ବିମାନର ପୁନରୁଦ୍ଧାର କାମ । ଡାକୋଟାକୁ ବହନ କରିବା ଲାଗି ସଜେଇ ହେଉଛି ଟର୍ମିନାଲ-୧ ସମ୍ମୁଖରେ ନିର୍ମାଣାଧୀନ ପେଡେଷ୍ଟ୍ରାଲ । ଏହା ଉପରେ ଛିଡ଼ା ହେଲାଣି ଡାକୋଟାର ମେରୁଦଣ୍ଡ । ଖୁବ୍ଶୀଘ୍ର ଇଞ୍ଜିନ୍, ୱିଙ୍ଗ୍ ବି ଲାଗିଯିବ । ବିଜୁ ଜୟନ୍ତୀରୁ ଡାକୋଟାକୁ ସର୍ବସାଧାରଣଙ୍କ ପ୍ରଦର୍ଶନ ପାଇଁ ଲକ୍ଷ୍ୟ ରଖାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us