Bhadrak
Advertisment
ଗାଁ ଦାଣ୍ଡରେ..... ହଜିଲା ମଣିଷର ଦୁଆର ଆଗରେ, ସମ୍ପର୍କୀୟ ୬ ଖଣ୍ଡ ବାଉଁଶରେ କୋକେଇ ବାନ୍ଧନ୍ତି । ସତ କୋକେଇରେ ମିଛ ଶବକୁ ବୋହି, ମଶାଣି ନିଅନ୍ତି । ଶବ ନେଇ ଗଲା ବେଳେ ରାସ୍ତା ସାରା... ରାମ ନାମ ସତ୍ୟ ହେ ହରିନାମ ସତ୍ୟ ହେ ତୁଣ୍ଡେ ଧରନ୍ତି... ଦୁନିଆ ଯେତେ ଆଧୁନିକ ହୋଇ ଯାଉନା କାହିଁକି....ଆଜି ବଞ୍ଚିଛି ଓଡ଼ିଆଙ୍କ ଆସ୍ଥା, ଧର୍ମୀୟ ବିଶ୍ୱାସ । ସେଇଥି ପାଇଁ ତ ଆତ୍ମୀୟଙ୍କ ଆତ୍ମାର ଶାନ୍ତି ପାଇଁ ଏମିତି ମିଛ ଶବର ବି ସତ୍କାର କରନ୍ତି । ଠିକ୍ ଯେମିତି ଭଦ୍ରକ ଜିଲ୍ଲା ଅସ୍ତଳ ନରିପୁର ଗାଁର ବିଦ୍ୟାଧର ଦାସଙ୍କ ଆତ୍ମା ଶାନ୍ତି ପାଇଁ ତାଙ୍କ ମିଛ ଶବକୁ ଦାହ କରାଯାଇଛି....
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us