People scared for plastic rice found in PDS
Advertisment
ଭିଜେଇଲେ ଭାସୁଛି। ରାନ୍ଧିଲେ ଅଠାଳିଆ। ଚୋବେଇଲେ ଛିଣ୍ଡୁନି କି ସ୍ୱାଦ ବି ଲାଗୁନି। ରାଜ୍ୟର ବିଭିନ୍ନ ସ୍ଥାନରୁ ପିଡିଏସ୍ ଚାଉଳ ହିତାଧିକାରୀଙ୍କ ପାଖରୁ ଆସୁଛି ଏମିତି ମାଳ ମାଳ ଅଭିଯୋଗ। ସେ ବାଲେଶ୍ୱରର ସୁନହଟ ହେଉ କି ସୁନ୍ଦରଗଡ଼ର ବଡ଼ବାହାଲ। ସବୁଠି ହିତାଧିକାରୀଙ୍କ ମନରେ ଛନକା, ସରକାର ଦେଉଥିବା ମାଗଣା ଚାଉଳରେ କୁଆଡ଼େ ମିଶିଛି ପ୍ଲାଷ୍ଟିକ୍ ଚାଉଳ?
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us