Advertisment

ଏମାନେ ବି ଭୋଟର; ପାହାଡ଼ ତଳେ ଗାଁ, କାହାକୁ ମିଳିନି ପକ୍କାଘର

ଭୋଟ୍ ପାଇଁ ନେତାଏ ଏମାନଙ୍କ ପାଖକୁ ଆସନ୍ତି.. ଆଉ ଭୋଟ୍ ସରିଗଲେ ଏମାନଙ୍କୁ ତୁଚ୍ଛ କରନ୍ତି..

Advertisment

ଭୋଟ୍ ପାଇଁ ନେତାଏ ଏମାନଙ୍କ ପାଖକୁ ଆସନ୍ତି.. ଆଉ ଭୋଟ୍ ସରିଗଲେ ଏମାନଙ୍କୁ ତୁଚ୍ଛ କରନ୍ତି.. କାରଣ ଏମାନେ ଯଦି ବିକାଶର ଧାରାରେ ସାମିଲ ହୋଇଯିବେ.. ଆର ଥରକୁ ନେତାଏ ପୁଣି ବିକାଶର ନାରା ଦେଇ କାହାକୁ ବା ପ୍ରତିଶ୍ରୁତି ଦେବେ ?

Advertisment
Odisha Govt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ