By: Pallipuspa Samal
Last updated: 02 May 2022, 01:51 PM IST
ଭାଗ୍ୟ ବଦଳାଇ ଦେଲା କଦଳୀ ଚାଷ। ନୀଳ ଜହର ମୋହରେ ବାୟା ନହୋଇ ପାଳରେ କଲେ କଦଳୀ ଚାଷ॥ ଏତେ ମାତ୍ରାରେ ଫଳୁଛି ଯେ, ପୂରା ପକେଟ୍ ହୋଇଯାଉଛି ଗରମ। କେବଳ ପାଣି ଆଉ ଟିକିଏ ସୁବିଧା ହେଲେ...