By: Pallipuspa Samal
Last updated: 16 August 2022, 02:29 PM IST
ସ୍ୱାମୀ ସ୍ତ୍ରୀ ଝଗଡାରେ ହନ୍ତସନ୍ତ ଦୁଇ ପରିବାର। ୫ ପିଲାବି ବାପା ମାଆ କଳିରେ ଅସହାୟ। ସ୍ତ୍ରୀ ଓ ୫ ପିଲାଙ୍କୁ ଛାଡି ସ୍ୱାମୀ ଅନ୍ୟ ଝିଅ ସହ ୬ବର୍ଷ ହେଲା ବାହାରେ । ପଚାରିଲାରୁ କହୁଛି ବିବାହ ପରେ ଅନ୍ୟ ସ୍ତ୍ରୀ ସହ ରହିଲେ କେସ୍ ହୁଏନି ବୋଲି ସେ ଜାଣି ନାହାନ୍ତି