By: Pallipuspa Samal
Last updated: 20 June 2022, 11:28 AM IST
ରେଲ ଷ୍ଟେସନରୁ କାହିଁକି ଅଲଗା ହେଲେ ସ୍ୱାମୀ-ସ୍ତ୍ରୀ? ୬ ବର୍ଷ ହେଲାଣି କାହିଁକି ଅଲଗା ଅଲଗା ରହୁଛନ୍ତି ସ୍ୱାମୀ-ସ୍ତ୍ରୀ? ବାହାଘର ପରେ ପ୍ୟାକ୍ ଉପରେ ପ୍ୟାକ ନେବାରୁ କୁମୁଦୁନୀ, ସତ୍ୟାନନ୍ଦଙ୍କ ମଧ୍ୟରେ ହେଲା କି ବିବାଦ? ଦେଖନ୍ତୁ କଣ ଥିଲା ପୂରା ଘଟଣା...