India Book Record
Advertisment
ସେ Autism Spectrum Disorder ହେଲେ ନିଜ ଜିର୍ ରୁ ଅଟଳ। ଯାହା ଇଚ୍ଛା କରିଛନ୍ତି କରି ଦେଖାଇଛନ୍ତି କଟକ ଚାଉଳିଆଗଞ୍ଜର ମାନସିକ ଅପରିପକ୍ୱ ପୁଅ ଅବିନାଶ ପାଣିଗ୍ରାହୀ। ନିଜର ଅକ୍ଷମତାକୁ ପଛରେ ପକାଇ ଏକ ସଫଳ ଭବିଷ୍ୟତ ପାଇଁ ଭିଡିଛନ୍ତି ଅଣ୍ଟା। ନିଜର ଅଦମ୍ୟ ପ୍ରୟାସରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ନିଜ ନାଁ କୁ ଯୋଡି ସମାଜ ପାଇଁ ଏକ ପ୍ରେରଣା ପାଲଟିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us